ଧାମନଗର ବ୍ଲକରେ ଲଗାତାର ବନ୍ୟା ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ  #  

ସ୍ୱାବଲମ୍ବୀ ହେଉଛନ୍ତି ମହିଳା କାରିଗର -ସବାଇ ଓ ଡୋକ୍ରା ରାଖୀର ବଢ଼ୁଛି ଚାହିଦା  #  

ମନ୍ଦିରରେ ବାହାଘର ପରେ ପ୍ରତାରଣା ଟଙ୍କା-ସୁନା ଲୁଟି ସର୍ଭିସ୍ ବନ୍ଧୁକରେ ଧମକ  #  

ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ  #  

ସମୟ ସହିତ ହିନ୍ଦୀ ବିକଶିତ ହେବା ସହ ଯୁବ ପିଢ଼ିଙ୍କ ସହିତ ଯୋଡ଼ି ହେବା ଉଚିତ: ରାଜ୍ୟପାଳ  #  

ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ  #  

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଭୂବନେଶ୍ବରରେ ପ୍ରତିଷ୍ଠା ହେବ ଜାତୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ

ଭୁବନେଶ୍ୱର: ରାଜ୍ୟରାଜଧାନୀ ଭୂବନରଶ୍ବରର ମଞ୍ଚେଶ୍ୱର୍ ରେ ଜାତୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ର ନୂତନ ଗବେଷଣା ଓ ପରୀକ୍ଷାଗାର ଭିତ୍ତି ପ୍ରସ୍ତର ସ୍ଥାପନ ହେବା । ଏହି  ଅବସର ରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏନସି ବି ର ସଚିବ ଏସ କେ ଚତୁର୍ବେଦି ଙ୍ମାକ ସହ ଅନ୍ନେୟାନ୍ୟ ବରିଷ୍ଠ ଅଧୀକରୀ ମାନେ ଯୋଗ ଦେଇଥିଲେ ।

ଓଡ଼ିଶା ର ବିଭିନ୍ନ ଶିଳ୍ପ ର ବଜ୍ୟବସ୍ତୁ କୁ କୋଠାବାଡ଼ି ରାସ୍ତାଘାଟ ନିର୍ମାଣ ରେ ବ୍ୟବହାର ଉପଯୋଗୀ କରାଇବା ସହ  ମାନ ଯାଞ୍ଚ ଦିଗରେ ଏହି ସଂସ୍ଥାନ ସାମିଲ ହେବ ।ଯାହାକି ଓଡ଼ିଶାର ବିକାଶ ରେ ସହାୟକ ହୋଇପାରିବ ବୋଲି କହିଥିଲେ l

ପୂର୍ବ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ସିମେଣ୍ଟ ଶିଳ୍ପ ଓ ତାର ବ୍ୟବହାରିକ ସାମଗ୍ରୀର ମାନ ଯାଞ୍ଚ କରାଯାଇପରିବ । ରାଜ୍ୟ କୁ ଉଚ୍ଚକୋଟିର ସିମେଣ୍ଟ ଭେଟିଦେବା ମୁଖ୍ୟ ଲକ୍ଷ୍ୟ । ସିମେଣ୍ଟର ଗବେଷଣା ସହ ନୂତନ ଟେକ୍ନୋଲୋଜିର ବିକାଶ ଦିଗରେ ଜାତୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମତବ୍ୟକ୍ତ କରିଛନ୍ତି l

ଏହି କାର୍ଯ୍ୟକ୍ରମ ରେ ଜାତୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ର ମହାନିର୍ଦେଶକ ଡକ୍ଟର ବିବେକାନନ୍ଦ ମହାପାତ୍ର ଯୋଗଦେଇଥିଲେ । ସିମେଣ୍ଟ,ଆଲୁମିନିୟମ ଶିଳ୍ପର ନୂତନ ଗବେଷଣା ସହ ପରିବେଶ ସୁରକ୍ଷା ଦିଗରେ ଏହି ପରୀକ୍ଷାଗାରକୁ ବିନିଯୋଗ କରାଯିବ  ।

 ଏହା ସହ ଓଡ଼ିଶାର ବିଭିନ୍ନ ବିଶ୍ଵ ବିଦ୍ୟାଳୟ ରେ ଅଧ୍ୟୟନରତ ବିଦ୍ୟାର୍ଥୀ ଙ୍କ କ୍ୟାରିୟର ସୁଯୋଗ ଦିଗରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l 

ଜାଣନ୍ତୁ ଜିଏସଟି ବୈଠକ ପରେ କ'ଣ ରହିଚ୍ହି ବଜେଟ୍‌ର ପରିମାଣ!

ପ୍ରତ୍ୟେକ ବର୍ଷ ସଭିଏଁ ଶସ୍ତା,ମହଙ୍ଗା ଜିନିଷର ତାଲିକା ଜାଣିବା ପାଇଁ ବଜେଟ୍‌କୁ ଅପେକ୍ଷା କରି ଥାନ୍ତି । ମାତ୍ର ଏବେ ସେପରି ନହୋଇ ସେବା ଓ ସାମଗ୍ରୀ ଟିକସ (ଜିଏସଟି) ବୈଠକ ପରେ ଶସ୍ତା, ମହଙ୍ଗା ଜିନିଷର ....

ପୁରୀ ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ

 ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନ ର ବାର୍ତ୍ତା ନେଇ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତିକ ସମବାୟ ବର୍ଷ।ପୁରୀ ଜିଲ୍ଲା ସ୍ତରୀୟ ଏହି ଉତ୍ସବ କୁ ଉଦଘାଟନ କରି ଅ....

ଚିଲିକା ପାରମ୍ପାରିକ ମତ୍ସ୍ୟଜିବୀ ପାଳନକଲେ" ୨୪ତମ ଶହୀଦ ଦିବସ

       ୧୯୯୯ ମସିହା ଆଜିର ଦିନରେ ଖୋର୍ଦ୍ଧାଜିଲ୍ଲା ସୋରଣ ଗ୍ରାମ ଘୋଡାଦୌଡ ଠାରେ ଚିଲିକା ମତ୍ସ୍ୟଜିବୀ ସଂଗଠନ ତରଫରୁ ଚିଲିକା ଅଧିକାର ବିଲ,ଏକକ ଅଧିକାର ଓ ଚିଲିକାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନ....

ସ୍ବାଧୀନତାର ୭୫ବର୍ଷ ଅବସରରେ ଜାରି ହେବ କଏନ

*ଦେଶରେ_ଜାରି_ହେବ_୭୫_ଟଙ୍କା_କଏନ*   ସ୍ବାଧୀନତାର ୭୫ବର୍ଷ ଅବସରରେ ଜାରି ହେବ କଏନ ଆସନ୍ତା ମେ' ୨୮ରେ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଉନ୍ମୋଚିତ ହେବ ୭୫ ଟଙ୍କା କଏନ୍‌ର ଗୋଟିଏ ପଟେ ସଂସଦ ଭବନ ସହ ‘ସଂସଦ ....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.