ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  #  

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।  #  

ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ।  #  

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର।  #  

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।

ନୂତନ ପ୍ରୟୋଗ କବିତାକୁ ଆହୁରି  ହୃଦୟସ୍ପର୍ଶୀ କରିପାରେ,

ମାଲକାନଗିରି ତା ୧୭/୧୧ (ସତ୍ୟ ନାରାୟଣ ଦାଶ) ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସ୍ୱାମୀ ବିବେକାନନ୍ଦ ବିଦ୍ୟା ଭବନ ଏମଭି - ୮୨ କାଲିମେଳା, ମାଲକାନଗିରି ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ପ୍ରଥମ ଅଧିବେଶ ସମୟ ସକାଳ ଘ ୧୦.୩୦ ମି. ଆରମ୍ଭ ହୋଇଥିଲା, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ଆରମ୍ଭ ହୋଇ ଥିଲା କବିତା ପାଠ, ଜିଲ୍ଲାର ଦର ଦୂରାନ୍ତୁ ଆସିଥିବା କବି କବୟିତ୍ରୀ ମାନଙ୍କ ଠାରେ ଦେଖିବାକୁ ନୂତନ ଉନ୍ମାଦନ, ନୈସରଜକ ସ୍ଵନ୍ଦର୍ଯ୍ୟ ଭରା ପ୍ରକୃତିର ଭୂସ୍ବର୍ଗ ତିନି ରାଜ୍ୟର ଅନତି ଦୂରରେ ଶୁଭୁ ସାହିତ୍ୟ ଗୁରୁ ଗମ୍ଭୀର ନିନାଦ, ପ୍ରାୟ ପଚାଶ ଦଶ କବି କବୟିତ୍ରୀ ଏକତ୍ରିତ ହୋଇ ଏହି ସାହିତ୍ୟ ସଭାଟି କୁ କରିଥିଲେ ସାଫଲ୍ୟ ମଣ୍ଡିତ । ଏହି କବିତା ଆସରରେ କବି ଗୌରହରି ସାହୁ, ଚ଼ିତ୍ରକୋଣ୍ଡା ସଭାପତିତ୍ବ କରିଥିଲା ବେଳେ, କବିତା ସଂଯୋଜନା କରିଥିଲ କବି ପ୍ରଶାନ୍ତ ପରିଡ଼ା ଓ କବି ନିରୋଦ ଜେନା l ମଧ୍ୟାହ୍ନ ୧୨ ଘଣ୍ଟା ୩୦ ମି. ସମୟ ଦ୍ୱିତୀୟ ଅଧିବେଶନ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ସାହିତ୍ୟ ସଭା ସଭାପତିତ୍ବ କରିଥିଲେ  କରୁଣାକର ମଲ୍ଲିକ, ବିଶିଷ୍ଟ କବି ତଥା ସଭାପତି ଲକ୍ଷ୍ମଣ ନାୟକ ସାହିତ୍ୟ ସଂସଦ, ମୁଖ୍ୟ ଅତିଥି ଭାବେ ଗୋଲକ ଚନ୍ଦ୍ର ଦଳେଇ , ଡେପୁଟି ଡାଇରେକ୍ଟର ପ୍ଲାନିଂ ଏଣ୍ଡ ମନିଟରିଂ ୟୁନିଟ ମାଲକାନଗିରି ଜିଲ୍ଲା ମାଲାକାନଗିରି, ବିଶିଷ୍ଟ ସମ୍ମାନିତ ଅତିଥି ଭାଗୀରଥି ବେହେରା, ବିଶିଷ୍ଟ ସାହିତ୍ୟିକ ତଥା ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ମାଲକାନଗିରି,ସମ୍ମାନିତ ଅତିଥି ଅଧ୍ୟାପକ ଡ଼. ରଂଜନ କୁମାର ସ୍ୱାଇଁ, ବିଶିଷ୍ଟ ସଂଗଠକ ତଥା ଜିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ, ସମ୍ମାନିତ ଅତିଥି ଭାବରେ ନବ କିଶୋର ମଲ୍ଲିକ, ଶିକ୍ଷାବିତ୍ ଓ ପ୍ରଧାନ ଶିକ୍ଷକ ଜବାନ ପାଲ୍ଲୀ ଉଚ ପ୍ରାଥମିକ ବିଦ୍ୟାଳୟ, କାଲିମେଳା, ସମ୍ମାନିତ ଅତିଥି ପରିମଲ ମଣ୍ଡଲ ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ସ୍ୱାମୀ ବିବେକାନନ୍ଦ ବିଦ୍ୟା ଭବନ ଏମଭି - ୮୨ ଓ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଡ. ପରମାନନ୍ଦ ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ତଥା ଅଧ୍ୟକ୍ଷ ପଡ଼ିଆ କନିଷ୍ଠ ମହାବିଦ୍ୟାଳୟ, ପଡ଼ିଆ । ଏହି ସଭାକୁ ସଂପାଦକ ଦୀନବଂଧୁ ବେଜ ସଂଚାଳନ କରିଥିଲା । ପରେ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନ ର ଶାରଦୀୟ ମହାପୂଜା ବିଶେଷାଙ୍କ "ଆମ ଅଙ୍ଗୀକାର - ୨୦୨୫" ଓ ମୁଖ୍ୟ ଅତିଥିକ ହିନ୍ଦି ଅନୁବାଦ ପୁସ୍ତକ ୱହି ସ୍ୱାୱଲି ଲେଡ଼କି ର ଶୁଭ ଉନ୍ମୋଚନ ହୋଇଥିଲା,ଏହି ଅବସରରେ ଅନୁଷ୍ଠାନ ତରଫରୁ ଅଂଚଳ ରେ ଶିକ୍ଷା ର ବିଶେଷ ଉନ୍ନତି ପାଇଁ ଶିକ୍ଷାବିତ୍ ନବ କିଶୋର ମଲ୍ଲିକ, କାଲିମେଳା, ମାଲକାନଗିରି, ଉମାଚ଼ରଣ ପଟ୍ଟନାୟକ, ପ୍ରଧାନ ଶିକ୍ଷକ ଅନନ୍ତ ପାଲ୍ଲୀ ଉଚ୍ଚବିଦ୍ୟାଳୟ, କାଲିମେଳା,ପ୍ରଶାନ୍ତ ସର୍ଦ୍ଦାର, କାଲିମେଳା, ମାଲକାନଗିରିଙ୍କୁ ଶିକ୍ଷା ଜ୍ୟୋତି ସମ୍ମାନ-୨୦୨୫ପ୍ରଦାନ କରାଯାଇଥିଲା, ସେହିପରି ଗୌରହରି ସାହୁ, ଚିତ୍ରକୋଣ୍ଡା, ଧନୁର୍ଜୟ ହନ୍ତାଳ, ବାଲିମେଳା,  ଅହଲ୍ୟା ସେନାପତି, ଗୋବିନ୍ଦପାଲ୍ଲୀ, ଶାରଦା ପ୍ରସାଦ ସିଂ, କାଲିମେଳା, ପ୍ରଦୀପ ସରକାର, ମାଲକାନଗିରି, ଚିତ୍ତରଂଜନ ବେଜ, କାଲିମେଳା, ଶରତ କୁମାର ପଣ୍ଡା, କାଲିମେଳା, ମମତା ପଣ୍ଡା କାଲିମେଳା, ବିଶ୍ୱନାଥ ଭୁଏ ମାଥିଲି ଙ୍କୁ ଲକ୍ଷ୍ମଣ ନାୟକ ସାରସ୍ବତ ସମ୍ମାନ-୨୦୨୫ପ୍ରଦାନ କରାଯାଇଥିଲେ । ସ୍ୱାମୀ ବିବେକାନନ୍ଦ ବିଦ୍ୟା ଭବନ ଏମଭି - ୮୨ କାଲିମେଳା ର ପ୍ରଧାନ କକ୍ଷକ ଗୋଦାବରୀଶ ଦାସ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ସଭାପତି କରୁଣାକର ମଲ୍ଲିକ ସଭା ସାଙ୍ଗ କରିଥିଲେ । କବିତାରେ ନୂତନ ନୂତନ ପ୍ରୟୋଗ କବିତାକୁ ଆହୁରି  ହୃଦୟସ୍ପର୍ଶୀ କରିପାରେ ବୋଲି ମତ ପ୍ରକାଶ ପାଇଥିଲା ।

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।

ନୂତନ ପ୍ରୟୋଗ କବିତାକୁ ଆହୁରି  ହୃଦୟସ୍ପର୍ଶୀ କରିପାରେ, ମାଲକାନଗିରି ତା ୧୭/୧୧ (ସତ୍ୟ ନାରାୟଣ ଦାଶ) ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତ....

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।

ମାଲକାନଗିରି, ୧୭/୧୧(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ୍ ସ୍ଥିତ ମାଡକାପଦର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ....

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।

ସୁବାଷ ବୋଷ ଟାଉନ୍ କ୍ଲବ୍ କୁ ପ୍ରଥମ ପୁରସ୍କାର। ମାଲକାନଗିରି, ୧୫/୧୦(ସତ୍ୟ ନାରାୟଣ ଦାଶ) ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦ ଅନ....

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ

ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍‌ସ ମାଧ୍ୟମର....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.