ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  #  

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।  #  

ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ।  #  

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର।  #  

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ  #  

ଇଉଟେକ ସର୍ଭିସ ଓ ପର୍ଯ୍ୟଟନ ବିଭାଗ ର ସିକୁରିଟି ଗାର୍ଡ, ଲାଇଫ ଗାର୍ଡ ନିଯୁକ୍ତି  #  

ବନ୍ଧୁ ହେବତ ଏମିତି - ସମାଜ ସେବାପାଇଁ ଉତ୍ସର୍ଗୀକ୍ରୁତ ଦୁଇହଁଙ୍କ ଜୀବନ !

 ପୁରୀ , ବନ୍ଧୁ ହେବତ ଏମିତି - ସମାଜ ସେବାପାଇଁ ଉତ୍ସର୍ଗୀକ୍ରୁତ ଦୁଇହଁଙ୍କ ଜୀବନ !
ପେଶା ଶିକ୍ଷା ଦାନ ନିଶା ସମାଜ ସେବା । ଏମିତି ଚର୍ଚିତ ଦୁଇ ବନ୍ଧୁ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ବ୍ଲକର ଅରିଷଣ୍ଢ ଗ୍ରାମର ସୁଧିର -ଲିପୁ । ସୁଧୀର ଓ ଲିପୁଙ୍କ ପରିବାର ସ୍ବଛଳ ।ଶିକ୍ଷାଗତ ଯୋଗ୍ୟତା  ପ୍ରଶାନ୍ତକୁମାର ସାହୁ(ସୁଧିର ସାର)+3 କଳା ବିଭାଗରେ ଉତିର୍ଣ୍ଣ ହେବାପରେ ସିଟି, ଇଂରାଜୀରେ ଏ.ଏମ ଜାରି ରଖିଛନ୍ତି ।ସେହିପରି ଅ।ଲୋକ ରଂଜନ ମଲ୍ଲିକ (ଲିପୁସାର)+3 କଳା ବିଭାଗରେ ଉତିର୍ଣ୍ଣ ହେବାପରେ ହିନ୍ଦୀରେ ବିଏ.ଡ୍ ପାଶ କରିବାପରେ ଚାକିରୀ ନପାଇଁ ଏବେ ନିମାପଡା ଅରିଷଣ୍ଢ ଗ୍ରାମରେ ଏକ ଘରୋଇ କୋଚିଂ ସେଣ୍ଟର ଚଳାଉଛନ୍ତି । କୋରନାରେ କୋଚିଂ ସେଣ୍ଟର ଚଳାଇବା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ସାଜମାଜିକ ଦୂରତା ଅବଲମ୍ବନ କରି ପ୍ରତ୍ୟକ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଦୁଇଟି ବ୍ୟାଚ କରି ପାଠ ପଢାଇବାରେ ସଫଳ ହୋଇ ପାରିଛନ୍ତି ।ଏହାରି ଭିତରେ ଅନେକ ଅସହାୟ ଛାତ୍ର ଛାତ୍ରୀଙ୍କୁ ଟ୍ୟୁସନ ଫି ମଧ୍ୟ ନିଅନ୍ତି ନାହିଁ ସୁଧୀର ଓ ଲିପୁ ସାର । ନିଜର +2 ପାଠ ପଢା ସମୟରୁ ଗାଁର କୁନି କୁନି ଭାଇ ଭଉଣୀକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ଅ।ରମ୍ଭ କରିଥିଲେ ଟ୍ୟୁସନ । 10 ବର୍ଷ ଧରି ଟ୍ୟୁସନ କରି ଚଳୁଥିବା ଏହି ଦୁଇ ବନ୍ଧୁ ଗତ ଫନୀ ସମୟରୁ ନିଜ ଗାଁ ଓ ଅ।ଖ ପଖ ଅଂଚଳରେ ଦୁଃଖୀ ଅସହାୟ ବାତ୍ୟ ପ୍ରପିଡିତ ମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା ଜାରିଥିଲେ । ନିଜର ପକେଟ୍ ଖର୍ଚରୁ କିଛି ଅର୍ଥ ଦୁଃଖି ଦରିଦ୍ର ନାରାୟଣଙ୍କ ସେବାରେ ବିନିଯୋଗ କରିଥିଲେ । ବିଜିପୁର,ବାମଦେଇପୂର, ପଡା ଗୁଅତିରା, ଅରିଷଣ୍ଡ,କେଶୁଆ ସାହି,ଦକ୍ଷିଣୀ ସାହି , ପାତ୍ର ସାହି, ମଲ୍ଲିକ ସାହି ଭୋଇସାହି,ଡଗରା ସାହି,ପାଟପୁର ଆଦି ଅଂଚଳରେ ତମ୍ବୁ ସହିତ ରାସନ ଏବଂ ନିତ୍ୟ ବ୍ୟବହୃତ ଜିନିଷ ପ୍ରଦାନ କରି ନିଜର ପରିଚୟ ସ୍ରୁଷ୍ଟି କରିପାରିଥିଲେ ।
ପରେ ପରେ କୋରନା ମହାମାରୀ ସମୟରେ ନିମାପଡ଼ା,କୋଣାର୍କNAC,ମେଡିକାଲ ଛକ,ନିମାପଡା ହାଟ, ଚାରିଛକ୍ ,ପୁରୀ ମେଡିକାଲ,ପୁରୀ ରେଳ ଷ୍ଟେସନ ଅ।ଦି ସ୍ଥାନ ମାନଙ୍କରେ ସାବୁନ, sanitizer, MASK ବଣ୍ଟନ କରି ଲୋକ ମାନଙ୍କୁ ସଚେତନ କରିଛନ୍ତି। ସେହିପରି ଚଳିତ ନିମାପଡା ଧନୁଅ।ବନ୍ୟାରେ କ୍ଷତିଗ୍ରସ୍ତ ବାମନାଳର ବନ୍ୟା ବିପନ୍ନ ଦାସ ସାହିରେ ପହଁଚି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଅଗାମୀ ପିଢୀ ପାଇଁ ସୁଧୀର ଓ ଲିପୁ ପ୍ରେରଣାର ଉତ୍ସ ।
    ବାଗଦେବି ସେବା ସଂସ୍ଥା ନାମରେ ଏକ ସାମାଜିକ ଅନୁଷ୍ଠାନ ନାମ କରଣ କରି ସୁଧୀର ଓ ଲିପି ନିମାପଡା ,ଗୋପ ଅଂଚଳରେ ସାମାଜିକ କର୍ମୀଭାବେ ପରିଚୟ ସ୍ରୁଷ୍ଟି କରିପାରିଛନ୍ତି । ଏହି ସାମାଜିକ ଅନୁଷ୍ଟାନରେ ପ୍ରଦୀପ୍ତ କୁମାର ବେହେରା ,ଅଶ୍ବୀନି କୁମାର ଭୋଇ,ସପ୍ନିଳା ମଲ୍ଲିକ,ମଧୂସ୍ମିତା ମଲ୍ଲିକ,ସାଗରିକା ପ୍ରିୟଦର୍ଶିନୀ ,ବିଷ୍ନୁପ୍ରିୟା ସାହୁ ,କାଳନ୍ଦୀବାରିକ,ସଞ୍ଜୟସାହୁ ପ୍ରମୁଖ ସାମିଲ ହୋଇଛନ୍ତି ।

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ

ଅସ୍ତରଙ୍ଗ, ସବୁ ବର୍ଷ ପରି ଚଳିତ ବର୍ଷ ଓଡ଼ିଶାର ଦୀର୍ଘତମ ବେଳାଭୂମି ପୁରି ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ସେପ୍ଟେମ୍ବର ମାସ ୨୦ତାରିଖ ଦିନ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳ....

ଅ।ନ୍ତର୍ଜାତିକ ସମୁଦ୍ର କୂଳ ସଫେଇ କାର୍ଯ୍ୟକ୍ରମରେ¬ ଅଂଶ ଗ୍ରହଣ କଲା ଇର୍ଫାନ–ଅଣ୍ଡ-ବ୍ରଦର୍ସ

ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀ ଜିଲ୍ଲାର ବ୍ଲୁ-ଫ୍ଲାଗ ବିଚ୍ ପୁରୀ,କୋଣର୍କ –ଚନ୍ଦ୍ରଭାଗା ବେଳାଭୁମୀ ଓ ଅସ୍ତ­ରଙ୍ଗର ପୀର ଜାହାନିଅ। ବିଚ୍ ରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଅ।ୟୋଜନ କରିଥି....

କନ୍ୟାରତ୍ନକୁ ସମ୍ମାନ- ଜନ୍ମ ଦିନରେ ରକ୍ତଦାନ ଶିବିର କରି ସମାଜକୁ ଦେଲେ ନୂଅ। ବାର୍ତ୍ତା

  କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତର ପାଟପୁର ଗ୍ରାମର କୈଳାସ ଚନ୍ଦ୍ର ମୁଦୁଲିଙ୍କ ପୁତ୍ର-ବଧୂ ନିରଞ୍ଜନ ଓ ପାୟଲ ନିଜର ଏକମାତ୍ର କନ୍ୟା, ଆୟୁଶ୍ମତି ସାନଭି ସାଧିକାଙ୍କ ପ୍ରଥମ ବର୍ଷ କୁ ବେଶ ....

ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ

ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ ଅସ୍ତରଙ୍ଗ , ୧୦ ସେପ୍ଟେମ୍ବର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ଦ୍ବୀପାଞ୍ଚଳ ଗ୍ରାମର ଜଣେ ଗଣପ୍ରିୟ ....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.