ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  #  

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।  #  

ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ।  #  

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର।  #  

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ  #  

ଇଉଟେକ ସର୍ଭିସ ଓ ପର୍ଯ୍ୟଟନ ବିଭାଗ ର ସିକୁରିଟି ଗାର୍ଡ, ଲାଇଫ ଗାର୍ଡ ନିଯୁକ୍ତି  #  

ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ

ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ

ଅସ୍ତରଙ୍ଗ , ୧୦ ସେପ୍ଟେମ୍ବର:

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ଦ୍ବୀପାଞ୍ଚଳ ଗ୍ରାମର ଜଣେ ଗଣପ୍ରିୟ ଓ ସଦା ସକ୍ରିୟ ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ (୭୧) ମଙ୍ଗଳବାର ରାତି ୧୧:୫୫ ମି.ରେ ଅକାଳ ବିୟୋଗ ଘଟିଛି। ତାଙ୍କ ପରଲୋକର ସମ୍ବାଦ ପ୍ରସାରିତ ହେବା ପରେ ଦେବୀ-ଦ୍ବୀପାଞ୍ଚଳ, କୂଳସାହି ଓ ପାର୍ଶ୍ୱବର୍ତ୍ତୀ ତାଳଦା ଅଞ୍ଚଳରେ ଶୋକର ଘନ ଛାୟା ବ୍ୟାପିଯାଇଛି। ଶ୍ରୀ ବିଶ୍ୱାଳ କେବଳ ଗାଁର ଏକ ନିଷ୍ଠାବାନ ନେତୃତ୍ୱଶୀଳୀ ଅଂଶ ନ ଥିଲେ, ବରଂ ସେ ଜଣେ ଅନୁପମ ପରୋପକାରୀ, ଧର୍ମପରାୟଣ, ମିଷ୍ଠଭାଷୀ ଓ ଅମାୟିକ ବ୍ୟକ୍ତିତ୍ୱ ଥିଲେ। ସେ ଗ୍ରାମ ସୁଦ୍ଧାର, ଲୋକ ସଚେତନତା, ଏବଂ ଏକତାର ବାଣୀ ପ୍ରଚାରରେ ଦୃଢ଼ ଭୂମିକା ନେଇଥିଲେ। ସେ ବହୁ ବର୍ଷ ଧରି  ଗ୍ରାମ ପାଇଁ ନିର୍ଲୋଭ ଭାବେ କାମ କରି ଅ।ସୁଥିଲେ। ସେ ତାଙ୍କର ଜନ୍ମଗ୍ରାମ କୂଳସାହି  ଓ ପାଖପାଖି ଅଞ୍ଚଳରେ ଅନେକ ସାମାଜିକ କାର୍ଯ୍ୟକ୍ରମ ଓ ସମସ୍ୟା ସମାଧାନରେ ଆଗୁଆ ଭୂମିକା ନେଉଥିଲେ। ତାଙ୍କର ନିଷ୍ଠା ଓ ଦୟାମୟ ସ୍ୱଭାବ ପାଇଁ ସେ ଗ୍ରାମର ଲୋକମାନଙ୍କ ହୃଦୟରେ ବିଶେଷ ସ୍ଥାନ ଦଖଲ କରିଥିଲେ।ତାଙ୍କ ବିୟୋଗରେ ତାଳଦା ଅଞ୍ଚଳର ବରିଷ୍ଠ ସମାଜସେବୀ ପ୍ରତାପ ପରିଡା ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି –

"ବିଷ୍ଣୁ ବାବୁ ଅ।ମ ଗ୍ରାମ ଓ ସମାଜ ପାଇଁ ଏକ ଅନମୋଳ ଧନ ଥିଲେ। ତାଙ୍କ ବିୟୋଗ ତାଳଦା ବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଦୟା, ସେବା ଓ ନିଷ୍ଠା ସଦା ସ୍ମରଣୀୟ ରହିବ।" ତାଙ୍କ ଅକାଳ ବିୟୋଗରେ କୂଳସାହି, ତାଳଦା ସହିତ ସମଗ୍ର ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳ ଶୋକରେ ଖେଳିଯାଇଛି। ଗ୍ରାମବାସୀ ଓ ତାଙ୍କ ପରିଚିତମାନେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ତାଳଦା ବାସୀ ମହାପ୍ରଭୁ ଜଗନ୍ନାଥଙ୍କ ଚରଣ ତଳେ ତାଙ୍କର ଆତ୍ମାର ଶାନ୍ତି ଓ ପରିବାର ପାଇଁ ଧର୍ଯ୍ୟ ଓ ଶକ୍ତି ଦାନ ପାଇଁ ପ୍ରାର୍ଥନା କରିଛନ୍ତି।

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ

ଅସ୍ତରଙ୍ଗ, ସବୁ ବର୍ଷ ପରି ଚଳିତ ବର୍ଷ ଓଡ଼ିଶାର ଦୀର୍ଘତମ ବେଳାଭୂମି ପୁରି ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ସେପ୍ଟେମ୍ବର ମାସ ୨୦ତାରିଖ ଦିନ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳ....

ଅ।ନ୍ତର୍ଜାତିକ ସମୁଦ୍ର କୂଳ ସଫେଇ କାର୍ଯ୍ୟକ୍ରମରେ¬ ଅଂଶ ଗ୍ରହଣ କଲା ଇର୍ଫାନ–ଅଣ୍ଡ-ବ୍ରଦର୍ସ

ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀ ଜିଲ୍ଲାର ବ୍ଲୁ-ଫ୍ଲାଗ ବିଚ୍ ପୁରୀ,କୋଣର୍କ –ଚନ୍ଦ୍ରଭାଗା ବେଳାଭୁମୀ ଓ ଅସ୍ତ­ରଙ୍ଗର ପୀର ଜାହାନିଅ। ବିଚ୍ ରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଅ।ୟୋଜନ କରିଥି....

କନ୍ୟାରତ୍ନକୁ ସମ୍ମାନ- ଜନ୍ମ ଦିନରେ ରକ୍ତଦାନ ଶିବିର କରି ସମାଜକୁ ଦେଲେ ନୂଅ। ବାର୍ତ୍ତା

  କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତର ପାଟପୁର ଗ୍ରାମର କୈଳାସ ଚନ୍ଦ୍ର ମୁଦୁଲିଙ୍କ ପୁତ୍ର-ବଧୂ ନିରଞ୍ଜନ ଓ ପାୟଲ ନିଜର ଏକମାତ୍ର କନ୍ୟା, ଆୟୁଶ୍ମତି ସାନଭି ସାଧିକାଙ୍କ ପ୍ରଥମ ବର୍ଷ କୁ ବେଶ ....

ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ

ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ ଅସ୍ତରଙ୍ଗ , ୧୦ ସେପ୍ଟେମ୍ବର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ଦ୍ବୀପାଞ୍ଚଳ ଗ୍ରାମର ଜଣେ ଗଣପ୍ରିୟ ....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.