ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  #  

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।  #  

ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ।  #  

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର।  #  

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ  #  

ଇଉଟେକ ସର୍ଭିସ ଓ ପର୍ଯ୍ୟଟନ ବିଭାଗ ର ସିକୁରିଟି ଗାର୍ଡ, ଲାଇଫ ଗାର୍ଡ ନିଯୁକ୍ତି  #  

ଶରତର କାଶତଣ୍ଡୀ ପଥିକକୁ ଆନମନା କରୁଛି

ନିମାପଡା,7/9 (ଓରା) ରିପୋର୍ଟ-ସନ୍ତୋଷ କୁମାର ଦାଶ : ଶ୍ରୀ ଗଣେଶ ଚତୁର୍ଥୀ ଓ ନୂଆଖାଇ ପରେ ଆରମ୍ଭ ହୋଇଥାଏ ପାର୍ବଣ ଋତୁ । ଏବେ ରାଜ୍ୟ ର ବିଭିନ୍ନ ମୁଖ୍ୟ ରାସ୍ତା ପାଶ୍ଵ ରେ, ବିଭିନ୍ନ ପଡ଼ିଆ ପ୍ରାନ୍ତରେ ପ୍ରଚୁର ପରିମାଣରେ  କାଶତଣ୍ଡୀ ଫୁଟିଛି। କାଶତଣ୍ଡୀ କୁ ଦେଖିଲେ ଶରତ ଋତୁର ଆଗମନ ଓ ତା ସହିତ ଦେବୀ ଦୂର୍ଗା ଙ୍କ ପାର୍ବଣ ପୂଜା ପାଖେଇ ଆସୁଥିବା ବେଳେ ଜଣା ପଡ଼େ। ଏବେ କାଶତଣ୍ଡୀ ହସି କହିଲାଣି ପାର୍ବଣ ଋତୁ ଆସୁଛି । ଜଳବାୟୁ ପରିବର୍ତ୍ତନ ପାଇଁ ଏ ବର୍ଷ ଯଥେଷ୍ଟ ଆଗରୁ କାଶତଣ୍ଡୀ ଫୁଟିଛି । ଆସନ୍ତା ୧୪ ତାରିଖ ରେ ମା ଦୁର୍ଗା ଙ୍କ ର ସହସ୍ରା କୁମ୍ଭାଭିସେକ ନୀତି ଅନୁଷ୍ଠିତ ହୋଇ ଶାରଦୀୟ ପାର୍ବଣ ପୂଜାର ଅୟମାରମ୍ଭ ହେବ। ପୂର୍ବରୁ ବିଭିନ୍ନ ସ୍ଥାନ ରେ କାଶତଣ୍ଡୀର ଶୋଭା ସମ୍ଭାର ଦେଖିବାକୁ ମିଳିଛି । ସୁଲୁ ସୁଲିଆ ପବନ ରେ କାଶତଣ୍ଡୀ ହଲି ଦୋହଲି କବି, ପ୍ରକୃତିପ୍ରେମୀ,ଭାବୁକ ମାନଙ୍କ ମନ କୁ ପୁଲକିତ କରୁଛି। ପ୍ରକୃତି ରାଣୀ ସତେ ଯେପରି ଧଳା ରଙ୍ଗର ଚାମର ଧରି ପାର୍ବଣ ଋତୁ କୁ ସ୍ବାଗତ କରିବା ସହ ଜଗତଜନନୀ ମା ଦୁର୍ଗା ଙ୍କ ଆଗମନ କୁ ଅପେକ୍ଷା କରି ରହିଛି । କବିଙ୍କ ଭାଷା ରେ ନୀଳ ଆକାଶରେ ଖଣ୍ଡ ଖଣ୍ଡ ବାଦଲ ଭାସି ଯାଉଥିବା ବେଳେ ତଳେ ପୃଥିବୀ ପୃଷ୍ଠରେ ଧଳା ରଙ୍ଗର ଚିକ ଚିକ୍ କରୁଥିବା କାଶତଣ୍ଡୀ ସତେ ଯେପରି ମେଘ ମାଳା କୁ ହାତ ହଲାଇ ବିଦାୟ ଜଣାଉଛି । ଅପୂର୍ବ ଏ ଦୃଶ୍ୟ। ରାସ୍ତା ପାଶ୍ଵ ରେ ଫୁଟିଥିବା କାଶତଣ୍ଡୀ ପଥଚାରୀ ମାନଙ୍କୁ ଆନ ମନା କରୁଛି । ବିଭୋର ହୋଇ ଉଠୁଛି ଆଉ ପୁଲ୍ଲକିତ ହୋଇ ଉଠୁଛି ମଣିଷ ର ତନୁ ଆଉ ମନ। କିଛି କିଛି ଲୋକ ଘଡ଼ିଏ ଅଟକି ଯାଉଛନ୍ତି ଆଉ ମନଭରି ଉପଭୋଗ କରୁଛନ୍ତି ପ୍ରକୃତି ରାଣୀର ଏ ମନଲୋଭା ଦୃଶ୍ୟ କୁ।ଧଳା ରଙ୍ଗ କୁ ଶାନ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ । ଏଣୁ କାଶତଣ୍ଡୀ ସାରା ସଂସାରରେ ବିଞ୍ଚି ଚାଲିଛି ସତ୍ୟ ଓ ଶାନ୍ତି ର ବାର୍ତ୍ତା କୁ ପ୍ରକୃତି ରାଣୀ । ସତେ ଯେପରି ଧଳା ଚାଦର ରେ ନିଜକୁ ଘୋଡ଼ାଇ ଦେଇଛି । ସତରେ ମନକୁ ବିମୋହିତ କରି ଦେଉଛି ରାସ୍ତା ପାଶ୍ବର କାଶ ତଣ୍ଡୀ ଆଉ ହସି କହୁଚି ପଥଚାରୀଙ୍କୁ ଅ।ନମନା କରୁଛି କାହିଁକି ନା ପ୍ରସ୍ତୁତ ହୁଅ ସମସ୍ତେ ପାର୍ବଣ ଋତୁ ଆସୁଛି ।

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ

ଅସ୍ତରଙ୍ଗ, ସବୁ ବର୍ଷ ପରି ଚଳିତ ବର୍ଷ ଓଡ଼ିଶାର ଦୀର୍ଘତମ ବେଳାଭୂମି ପୁରି ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ସେପ୍ଟେମ୍ବର ମାସ ୨୦ତାରିଖ ଦିନ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳ....

ଅ।ନ୍ତର୍ଜାତିକ ସମୁଦ୍ର କୂଳ ସଫେଇ କାର୍ଯ୍ୟକ୍ରମରେ¬ ଅଂଶ ଗ୍ରହଣ କଲା ଇର୍ଫାନ–ଅଣ୍ଡ-ବ୍ରଦର୍ସ

ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀ ଜିଲ୍ଲାର ବ୍ଲୁ-ଫ୍ଲାଗ ବିଚ୍ ପୁରୀ,କୋଣର୍କ –ଚନ୍ଦ୍ରଭାଗା ବେଳାଭୁମୀ ଓ ଅସ୍ତ­ରଙ୍ଗର ପୀର ଜାହାନିଅ। ବିଚ୍ ରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଅ।ୟୋଜନ କରିଥି....

କନ୍ୟାରତ୍ନକୁ ସମ୍ମାନ- ଜନ୍ମ ଦିନରେ ରକ୍ତଦାନ ଶିବିର କରି ସମାଜକୁ ଦେଲେ ନୂଅ। ବାର୍ତ୍ତା

  କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତର ପାଟପୁର ଗ୍ରାମର କୈଳାସ ଚନ୍ଦ୍ର ମୁଦୁଲିଙ୍କ ପୁତ୍ର-ବଧୂ ନିରଞ୍ଜନ ଓ ପାୟଲ ନିଜର ଏକମାତ୍ର କନ୍ୟା, ଆୟୁଶ୍ମତି ସାନଭି ସାଧିକାଙ୍କ ପ୍ରଥମ ବର୍ଷ କୁ ବେଶ ....

ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ

ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ ଅସ୍ତରଙ୍ଗ , ୧୦ ସେପ୍ଟେମ୍ବର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ଦ୍ବୀପାଞ୍ଚଳ ଗ୍ରାମର ଜଣେ ଗଣପ୍ରିୟ ....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.