ରାୟଗଡା: ସାପ କାମୁଡ଼ାରେ ସରପଞ୍ଚଙ୍କ ମୃତ୍ୟୁ । ରାୟଗଡା ବ୍ଲକ କୁଲି ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡାରେ ମହିଳା ସରପଞ୍ଚଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ସରପଞ୍ଚ ମାଙ୍ଗି କାଡ୍ରାକା ବୋଲି ଜଣାପଡିଛି। ମାଙ୍ଗି ରାତିରେ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ ତାଙ୍କୁ କାମୁଡିଥିଲା । ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସରପଞ୍ଚଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଅସ୍ତରଙ୍ଗ, ସବୁ ବର୍ଷ ପରି ଚଳିତ ବର୍ଷ ଓଡ଼ିଶାର ଦୀର୍ଘତମ ବେଳାଭୂମି ପୁରି ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ସେପ୍ଟେମ୍ବର ମାସ ୨୦ତାରିଖ ଦିନ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳ....
ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀ ଜିଲ୍ଲାର ବ୍ଲୁ-ଫ୍ଲାଗ ବିଚ୍ ପୁରୀ,କୋଣର୍କ –ଚନ୍ଦ୍ରଭାଗା ବେଳାଭୁମୀ ଓ ଅସ୍ତରଙ୍ଗର ପୀର ଜାହାନିଅ। ବିଚ୍ ରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଅ।ୟୋଜନ କରିଥି....
କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତର ପାଟପୁର ଗ୍ରାମର କୈଳାସ ଚନ୍ଦ୍ର ମୁଦୁଲିଙ୍କ ପୁତ୍ର-ବଧୂ ନିରଞ୍ଜନ ଓ ପାୟଲ ନିଜର ଏକମାତ୍ର କନ୍ୟା, ଆୟୁଶ୍ମତି ସାନଭି ସାଧିକାଙ୍କ ପ୍ରଥମ ବର୍ଷ କୁ ବେଶ ....
ଦେବୀ ଦ୍ବୀପାଞ୍ଚଳ ଅଞ୍ଚଳରେ ଶୋକ: ଗାଁମୁଖିଆ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ଅକାଳ ବିୟୋଗ ଅସ୍ତରଙ୍ଗ , ୧୦ ସେପ୍ଟେମ୍ବର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ଦ୍ବୀପାଞ୍ଚଳ ଗ୍ରାମର ଜଣେ ଗଣପ୍ରିୟ ....
Join our newsletter and get updates in your inbox. We won't spam you and we respect your privacy.