*ଧର୍ମପଦ ର ସତ କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର*‘୧୨୦୦କାରିଗରରେଦାୟନାଧର୍ମପଦରେଦାୟ’, ଏଉକ୍ତିଟିଶୁଣିଲେଧର୍ମପଦକଥାମନେପଡ଼ିଯାଏl ଇତିହାସରେପ୍ରଥମସହୀଦରମାନ୍ୟତାପାଇଥିବାଧର୍ମପଦ – କେବଳଜଣେ୧୨ବର୍ଷରପିଲାରନାଁନୁହେଁ, ଏକଇତିହାସ।ଓଡ଼ିଆଜାତି, କଳାଓସଂସ୍କୃତିରଏକଜୀବନ୍ତଇତିହାସଯାହାଆଜିକୋଣାର୍କମନ୍ଦିରରୂପେଠିଆହୋଇଛିଓଡ଼ିଶାରେ।ହେଲେସେ୧୨୦୦କାରିଗରଙ୍କଜୀବନବଞ୍ଚାଇବାକୁନିଜରପ୍ରାଣବଳୀଦେଇଇତିହାସରେଅମରହେଇରହିଲେଧର୍ମପଦ।ସେହିଇତିହାସକୁଆଜିରୂପେଲିପରଦାରେପୁଣିଜୀବନ୍ୟାସଦେବାକୁଯାଉଛିଜାସୋଦୀପପ୍ରଡକସନ୍ସଏକନିଆରାଫିଲ୍ମ "ଧର୍ମପଦ", ଯାହାରଟାଇଟଲରାଜଧାନୀରଏକଘରୋଇହୋଟେଲରେଘୋଷଣାହୋଇଛିl
ତେବେଇତିହାସନୁହେଁକିଛିନିଛକସତଯାହାଚୀନପରିବ୍ରାଜକଙ୍କହାତଲେଖାରୁଉଦ୍ଧୃତ, ସେହିକାହାଣୀଯାହାଆଗରୁକେହିକେବେ କହିନାହିଁବାକେହିଶୁଣିନାହିଁ, ସେହିପରିକାହାଣୀକୁନେଇନିର୍ମିତହେଉଛି ‘ଧର୍ମପଦ’ ବୋଲିକହିଛନ୍ତିଫିଲ୍ମରପ୍ରଯୋଜକଦୀପକନାୟକl
ଫିଲ୍ମରନିର୍ଦ୍ଦେଶନାରେଅଛନ୍ତିଦକ୍ଷନିର୍ଦ୍ଦେଶକଅଜୟପାଢୀl ଫିଲ୍ମରଟାଇଟିଲଘୋଷଣାହୋଇଯାଇଥିବାସହିତମୁଖ୍ୟକଳାକାରଚୟନମଧ୍ୟଚାଲିଛି।
ଖୁବଶୀଘ୍ରଫିଲ୍ମରଶୁଟିଂଆରମ୍ଭହେବଓଏହିଫିଲ୍ମରେଦର୍ଶକଏକରୋମାଞ୍ଚଭରାକାହାଣୀଦେଖିବାକୁପାଇବେବୋଲିମିଡିଆପ୍ଲାନରକ୍ରି୍ଏଟିଭହେଡ୍ପ୍ରଣୟଜେଠୀସୂଚନାଦେଇଛନ୍ତିl
ସତଘଟଣାଉପରେଆଧାରିତଏହିଧର୍ମପଦଫିଲ୍ମରଟାଇଟିଲଘୋଷଣାଉତ୍ସବରେବହୁବିଶିଷ୍ଟଅତିଥିଯୋଗଦେଇଥିଲେl ଆନ୍ତର୍ଜାତୀୟମାନବିକଅଧିକାରପରିଷଦରରାଜ୍ୟସଭାପତିଶ୍ରୀଯୁକ୍ତମୀନକେତନପଟ୍ଟନାୟକ, ଅବସରପ୍ରାପ୍ତଭାରତୀୟପ୍ରଶାସନିକସେବାଓରାଜ୍ୟସରକାରଙ୍କପରାମର୍ଶଦାତାଶ୍ରୀଯୁକ୍ତଭୁବନମୋହନଦାସ, ଅବସରପ୍ରାପ୍ତଭାରତୀୟପ୍ରଶାସନିକସେବାଅଧିକାରୀଶ୍ରୀଯୁକ୍ତ ଆର. ଏନ୍. ଦାଶ, ମୁରର୍କାଗ୍ରୁପ୍ଅଫ୍ଇଣ୍ଡଷ୍ଟ୍ରିଜ୍ନିର୍ଦ୍ଦେଶକଶ୍ରୀସୁନୀଲମୁରାକା, ସୁଭାଦ୍ରାଗ୍ରୁପ୍ଅଫ୍ଇଣ୍ଡଷ୍ଟ୍ରିଜ୍ନିର୍ଦ୍ଦେଶକଶ୍ରୀସିଦ୍ଧାର୍ଥପାତ୍ର, କ୍ରୋମସାଗରପ୍ରା.ଲି. ରଏମଡିଶ୍ରୀଯୁକ୍ତରାଜେନ୍ଦ୍ରକୁମାରଥାଟୋଇ, ଏମଡିକଳିଙ୍ଗହସ୍ପିଟାଲ୍ନୀଲଞ୍ଜନମୁଖାର୍ଜୀ, ଫିଲ୍ମରନିର୍ଦ୍ଦେଶକଅଜୟପାଢ଼ୀପ୍ରଯୋଜକଦୀପକନାୟକଙ୍କସମେତବହୁମାନ୍ୟଗଣ୍ୟବ୍ୟକ୍ତିଉପସ୍ଥିତଥିଲେ।
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି କାନ୍ତାରା ଚାପ୍ଟର-୧ ଫିଲ୍ମ । ସବୁବେଳେ ସିକ୍ବେଲ୍ ରିଲିଜ୍ ହେଉଥିଲା ବେଳେ ଏହି ସିନେମାରେ ପ୍ରିକ୍ବେଲ୍ ପରଦାକୁ ଆସିଛି । ଦଶହରାରେ ସିନେମା ହଲରେ ମୁକ୍ତ....
ବିଜୟାଦଶମୀ ଅବସରରେ ଏଥର ରାଜଧାନୀ ଭୁବନେଶ୍ଵରରେ ରାବଣପୋଡ଼ି ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ଭୁବନେଶ୍ଵରର ୭ଟି ସ୍ଥାନରେ ରାବଣପୋଡ଼ି ପାଇଁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛି କମିଶନରେଟ୍ ପୋ....
ଭୁବନେଶ୍ୱର : ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକ ଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "କର୍ମ" ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା କାର୍ଯ୍ୟକ୍ରମ ଜ୍ୟୋତି ମୋଟର୍ସ ପାଖ ସ....
ମାଲକାନଗିରି ତା.୨୮/୦୫ (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ସଦର ମହକୁମା ଅନ୍ୱେଷା ଛାତ୍ର ନିବାସ ପରିସରରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଗୃହ ଅନ୍ତେବାସୀଙ୍କ ପାଇଁ ପାଞ୍ଚଦିନିଆ....
Join our newsletter and get updates in your inbox. We won't spam you and we respect your privacy.