ଧାମନଗର ବ୍ଲକରେ ଲଗାତାର ବନ୍ୟା ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ  #  

ସ୍ୱାବଲମ୍ବୀ ହେଉଛନ୍ତି ମହିଳା କାରିଗର -ସବାଇ ଓ ଡୋକ୍ରା ରାଖୀର ବଢ଼ୁଛି ଚାହିଦା  #  

ମନ୍ଦିରରେ ବାହାଘର ପରେ ପ୍ରତାରଣା ଟଙ୍କା-ସୁନା ଲୁଟି ସର୍ଭିସ୍ ବନ୍ଧୁକରେ ଧମକ  #  

ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ  #  

ସମୟ ସହିତ ହିନ୍ଦୀ ବିକଶିତ ହେବା ସହ ଯୁବ ପିଢ଼ିଙ୍କ ସହିତ ଯୋଡ଼ି ହେବା ଉଚିତ: ରାଜ୍ୟପାଳ  #  

ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ  #  

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଶିଶୁ ସୁରକ୍ଷା ୟୁନିଟ୍ ଦ୍ୱାରା ଶିଶୁ ଗୃହ ଅନ୍ତେବାସୀଙ୍କ ପାଇଁ ପାଞ୍ଚଦିନିଆ ଗ୍ରୀଷ୍ମ କାଳୀନ ଶିବିିର ଉଦ୍ଘାଟନ ।

ମାଲକାନଗିରି ତା.୨୮/୦୫ (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ସଦର ମହକୁମା ଅନ୍ୱେଷା ଛାତ୍ର ନିବାସ ପରିସରରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଗୃହ ଅନ୍ତେବାସୀଙ୍କ ପାଇଁ ପାଞ୍ଚଦିନିଆ ଗ୍ରୀଷ୍ମ କାଳିନ ଶିଭିର ଅନୁଷ୍ଠିତ ହୋଇ ଯାଇଛିା ଶିଶୁ ସୁରକ୍ଷା ଅଧ୍ୟକ୍ଷ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସଂଜୁକ୍ତା ପ୍ରଧାନ ଙ୍କ ଦ୍ୱାରା ଉଦ୍ଘାଟନ ହୋଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ (ସାଧାରଣ) ଯୋଗ ଦେଇଥିଲେ । ମାଲକାନଗିରି ଜିଲ୍ଲାରେ ଥିବା ତିନୋଟି ଶିଶୁ ଗୃହ ଯଥା ପରିବର୍ତନ, କୋରୁକୋଣ୍ଡାର ନିଳାଚଳ ଆଦିବାସୀ ସେବାଶ୍ରମ ଓ ଖଇରପୁଟର ଜୟ ଚିଲଡ୍ରେନ ଆଶ୍ରମ ର ୧୦୦ରୁ ଉର୍ଦ୍ଧ୍ବ ଶିଶୁ  ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲୋ ସାଧାରଣତଃ  ବିଦ୍ୟାଳୟ ଗୁଡିକରେ ବାର୍ଷିକ ପରୀକ୍ଷା ପରେ ଗ୍ରୀଷ୍ମ ଅବକାଶ ଛୁଟିରେ ଛାତ୍ରଚାତ୍ରୀ ମାନେ ଛାତ୍ରାବାସରୁ ନିଜ ନିଜ ଘରକୁ ପଳାଇଥାନ୍ତିା ଦୀର୍ଘ ଦେଢ ମାସ ଘରେ ରହି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେବା ସହ ସାଙ୍ଗସାଥୀ ମେଳରେ ସମୟ କାଟିବା, ଜଙ୍ଗଲରୁ ଫଳମୁଳ ସଂଗ୍ରହ କରିବା, ଖେଳ କୁଦରେ ମଜି  ଯାଇ ସମୟ ବିତାଇ ପାଠ ଭୁଲି ଯାଆନ୍ତିା ଶିଶୁ ଗୃହରେ ଥିବା ଅନାଥ ପିଲାମାନେ ନିଜ ପରିବାର ସହ ସମ୍ପର୍କ ନଥିବାରୁ ସେମାନଙ୍କୁ ଗ୍ରୀଷ୍ଣ ଅବକାଶରେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ଆତ୍ମ ସୁର କ୍ଷା କୌଶଳ, ଯୋଗ, ଜୁଡୋ ଶିକ୍ଷା, ନୃତ୍ୟ, ସଙ୍ଗୀତ, ଆଧୁନିକ କଳା, ଚିତ୍ର, ବକ୍ତୃତା, ଜରୁରିକାଳୀନ ସ୍ୱାସ୍ଥ୍ୟ ସେବା, ସୁସମ୍ପର୍କ, କୁସମ୍ପର୍କ, ଆତ୍ମ ବିଶ୍ୱାସ, ଭବିଷ୍ୟତ କାର୍ଯ୍ୟନିର୍ବାହ ପନ୍ଥା, ବିଭିନ୍ନ ପ୍ରାକୃତିକ ପରିବେଶ ସମ୍ବନ୍ଧୀୟ ଜ୍ଞାନ, ବିଭିନ୍ନ ସ୍ଥାନ ପରିଦର୍ଶନ, ପର୍ବତ ଅଂଚଳ କୁପରିଦର୍ଶନ କରି ସେହି ଅଂଚଳରେ ରହୁଥିବା ଜନଜାତିଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ଇତ୍ୟାଦି ସମ୍ବନ୍ଧରେ ଏହି ପାଞ୍ଚ ଦିନରେ ତାଲିମ ଦିଆ ଯିବା ଯଦ୍ୱାରା ଅନ୍ତେବାସୀ ମାନେ ଆଗାମୀ ଦିନରେ ସୁସ୍ଥ, ସବଳ, ଶିକ୍ଷିତ, ସାଧାରଣ ଜ୍ଞାନ, ଜିଲ୍ଲାର ସ୍ଥିତି ଓ ଅବସ୍ଥିତି ଇତ୍ୟାଦି ସମ୍ବନ୍ଧରେ ଜ୍ଞାନ ଆରୋହଣ କରିପାରିବୋ ଆଜିର ପ୍ରଥମ ଦିନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ, ଶିଶୁ ମଙ୍ଗଳ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ, ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଦାସ, ଆଇନଜୀବି ତଥା ଆଇନ ସେବା ପ୍ରାଧିକରଣ ସଦସ୍ୟ ଅଶୋକ ପଟ୍ଟନାୟକ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ବିଭୁତି ପ୍ରକାଶ ବେହେରା, କିଶୋର ଚନ୍ଦ୍ର ମହାରଣା, ଶିଶୁସୁରକ୍ଷା ୟୁନିଟର ସଦସ୍ୟା ସୁଦେଶ୍ନା ରାଉତ, ପରିବେଶବିତ୍ ଦୁର୍ଯ୍ୟୋଧନ ପାତ୍ର, ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାସ, ଶିଶୁ ମାନଙ୍କ ଭବିଷ୍ୟତ ଏବଂ ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ଶିଶୁ ମାନଙ୍କ ନିମନ୍ତେ ଆଗାମୀ ଭବିଷ୍ୟତ ଗଢିବାରେ ଏହି କାର୍ଯ୍ୟକ୍ରମ ଶିଶୁ ମାନଙ୍କୁପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଥିଲୋ ଏହି କାର୍ଯ୍ୟକ୍ରମକୁ ଅଲଓଡିସା ମାର୍ସାଲ ଆର୍ଟସ୍ ଅଧ୍ୟକ୍ଷ ବିନାଶ ମିଶ୍ର ପରିଚାଳନା କରିଥିବାବେଳେ ସୁଦେସ୍ନା ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ ଦ୍ୱିତୀୟ ଅଧିବେସନରେ ଅନ୍ତେବାସୀଙ୍କ ଦ୍ୱାରା ଆତ୍ମରକ୍ଷା କୌଶଳ, ଯୋଗ, ଇତ୍ୟାଦି କାର୍ଯ୍ୟକ୍ରମ ହୋଇଥିଲ।।

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି କାନ୍ତାରା ଚାପ୍ଟର-୧ ଫିଲ୍ମ । ସବୁବେଳେ ସିକ୍ବେଲ୍ ରିଲିଜ୍ ହେଉଥିଲା ବେଳେ ଏହି ସିନେମାରେ ପ୍ରିକ୍ବେଲ୍‌ ପରଦାକୁ ଆସିଛି । ଦଶହରାରେ ସିନେମା ହଲରେ ମୁକ୍ତ....

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...

ବିଜୟାଦଶମୀ ଅବସରରେ ଏଥର ରାଜଧାନୀ ଭୁବନେଶ୍ଵରରେ ରାବଣପୋଡ଼ି ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ଭୁବନେଶ୍ଵରର ୭ଟି ସ୍ଥାନରେ ରାବଣପୋଡ଼ି ପାଇଁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛି କମିଶନରେଟ୍ ପୋ....

*ଅନୁପମ ପଟ୍ଟନାୟକଙ୍କ ବିଗ ବଜେଟ ଚଳଚ୍ଚିତ୍ର "କର୍ମ" ରେ ସୁପରଷ୍ଟାର ଅନୁଭବ ମହାନ୍ତି*

ଭୁବନେଶ୍ୱର : ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକ ଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "କର୍ମ" ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା କାର୍ଯ୍ୟକ୍ରମ ଜ୍ୟୋତି ମୋଟର୍ସ ପାଖ ସ....

ଶିଶୁ ସୁରକ୍ଷା ୟୁନିଟ୍ ଦ୍ୱାରା ଶିଶୁ ଗୃହ ଅନ୍ତେବାସୀଙ୍କ ପାଇଁ ପାଞ୍ଚଦିନିଆ ଗ୍ରୀଷ୍ମ କାଳୀନ ଶିବିିର ଉଦ୍ଘାଟନ ।

ମାଲକାନଗିରି ତା.୨୮/୦୫ (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ସଦର ମହକୁମା ଅନ୍ୱେଷା ଛାତ୍ର ନିବାସ ପରିସରରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଗୃହ ଅନ୍ତେବାସୀଙ୍କ ପାଇଁ ପାଞ୍ଚଦିନିଆ....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.