ଅନୁଗୁଳ/,(ରମେଶ ଚନ୍ଦ୍ର ନାୟକ,,) ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆନନ୍ଦ ପୁର ଠାରେ ଏକ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରଆୟୋଜନ ହୋଇଛି। ଏହା ୪ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କମିଟି ପକ୍ଷରୁ ସଭାପତି ସଞ୍ଜୟ ସାହୁ, ସମ୍ପାଦକ ତ୍ରିଲୋଚନ ସାହୁ ଓ ପପୁ ସାହୁ ଜଣାଇ ଛନ୍ତି। ଏହି କାର୍ଯ୍ୟକ୍ରମ କୁ ଠାକୁର୍ ଗଡ ସରପଞ୍ଚ ଚାରୁଲତା ମିଶ୍ର, ସମାଜ ସେବୀ ଶତୃଘ୍ନ ସାହୁ, ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ନାୟକ, ଶୁଭକାନ୍ତ ପ୍ରଧାନ, ସୌରଭ ମିଶ୍ର, ଧନଞ୍ଜୟ ନାୟକ ପ୍ରମୁଖ ଉଦଘାଟନ କରିଥିଲେ। ପ୍ରଥମ ଉଦଘାଟନୀ ମ୍ୟାଚ୍ ରେ ଆମ୍ବସର୍ ମୁଣ୍ଡା ଓ ଆଠମଲ୍ଲିକ ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା। ଟସ୍ ଜିତି ଆମ୍ବସର ମୁଣ୍ଡା ପ୍ରଥମେ ବ୍ୟାଟିଂ ଆରଂଭ କରିଥିଲା। ଏହି ଖେଳକୁ ରୀଙ୍କୁ ଓ ଲିଟୁ ପରିଚାଳନା କରିଥିଲେ।
ଆଗରକରଙ୍କ ନେତୃତ୍ୱାଧୀନ ଅଖିଳ ଭାରତୀୟ ସିନିୟର ପୁରୁଷ ଚୟନ କମିଟି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି। ଘରୋଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସମାପ୍ତ ହେବା ପ....
ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଜାତୀୟ ମହିଳା ଫୁଟବଲର ଆଉ ଏକ ଗୁରୁଦାୟିତ୍ବ ମିଳିଛି। ଶ୍ରଦ୍ଧାଞ୍ଜଳି ଭାରତୀୟ ୧୯ ବର୍ଷରୁ କମ୍ ମହିଳା ଫୁଟବଲ ଦଳର ....
ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର ର ୨୪ ତମ କ୍ରୀଡା ଉତ୍ସବ, ଯଥା ମଙ୍ଗଳ ବାର ଓ ବୁଧବାର ଦୁଇଦିନ ଧରି ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ଦିବ....
ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି (ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ) ଏବଂ ୪୫୨ ପିଇଟି (ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବ....
Join our newsletter and get updates in your inbox. We won't spam you and we respect your privacy.