ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  #  

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।  #  

ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ।  #  

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର।  #  

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ  #  

ଇଉଟେକ ସର୍ଭିସ ଓ ପର୍ଯ୍ୟଟନ ବିଭାଗ ର ସିକୁରିଟି ଗାର୍ଡ, ଲାଇଫ ଗାର୍ଡ ନିଯୁକ୍ତି  #  

କ୍ରିକେଟ ମ୍ୟାଚରେ ଲଭ ସିନ୍

ଏବେ ଚାଲିଛି କ୍ରିକେଟ ବିଶ୍ୱକପ । ଆଉ ୱାର୍ଲ୍ଡ କପ୍ ରେ ଦେଖିବାକୁ ମିଳୁଛି ଅନେକ ଇଣ୍ଟରେଷ୍ଟିଙ୍ଗ ଷ୍ଟୋରୀ ସହ ଭିଡିଓ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତେବେ ଚଳିତ ବିଶ୍ୱକପ୍ ରେ ଦର୍ଶକ ଅପେକ୍ଷା କ୍ରିକେଟ ଲଭ୍ ବାର୍ଡଙ୍କୁ ନେଇ ଅଧିକ ଚର୍ଚ୍ଚା । ଆଉ ଏହି ଦୁଇ ଲଭ୍ ବାର୍ଡ ହେଉଛନ୍ତି ଶୁଭମନ ଗିଲ୍ ଓ ସାରା ତେନ୍ଦୁଲକର।  ଏହି ଦୁଇ କପଲଙ୍କୁ ନେଇ ଏବେ ସାରା ଦେଶରେ ଜୋର ଧରିଛି ଚର୍ଚ୍ଚା ।  

ଗତ ଗୁରୁବାର ଦିନ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଶ୍ରୀଲଙ୍କା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ହୋଇଥିଲା ବୃହତ ବିଜୟ । ଏହି ମ୍ୟାଚ ଚାଲିଥିବା ସମୟରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ । ଖେଳାଯାଇଥିବା ମ୍ୟାଚରେ ଶୁଭମନ ଗିଲ ଶତକରୁ ବଞ୍ଚିତ ହୋଇଥିଲେ । ଗିଲଙ୍କ ଇନିଂସ ୯୨ରନରେ ଶେଷ ହୋଇଥିଲା । ପ୍ରଥମ ଥର ପାଇଁ ଏହା ଘଟିଥିଲା ଯେତେବେଳେ ଗିଲ ୯୦ ରୁ ଅଧିକ ସ୍କୋର କରିବା ପରେ ଶତକରେ ପହଞ୍ଚିପାରି ନ ଥିଲେ । ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକମାନେ ଗିଲଙ୍କ ଆଉଟକୁ ନେଇ ଅତ୍ୟନ୍ତ ନିରାଶ ହୋଇଥିଲେ । ଏହି ସମୟରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଭାଇରାଲ ହୋଇଥିଲା । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶୁଭମନ ଗିଲଙ୍କ ଆଉଟ ପରେ ସାରା ତେନ୍ଦୁଲକରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦୃଶ୍ୟମାନ ହେଉଛି । ଇନିଂସର ୩୦ତମ ଓଭରର ଶେଷ ବଲରେ ଦିଲଶାନ ମଦୁଶଙ୍କାଙ୍କ ଦ୍ୱାରା ଗିଲ ଆଉଟ ହେଉଛନ୍ତି । ଗିଲ ତାଙ୍କ ୯୨ ଇନିଂସରେ ୧୧ଚୌକା ଓ ୨ ଛକା ମାରିଥିଲେ । ଏଥିରେ ଆଶ୍ଚର୍ଯ୍ୟ ଜନକ ଭାବେ ଜନତା ମଧ୍ୟ ଗିଲଙ୍କୁ ତାଙ୍କର ଉଜ୍ଜ୍ୱଳ ଇନିଂସ ପାଇଁ ଷ୍ଟାଣ୍ଡିଂ ଓବେଶନ ଦେଇଥିଲେ, ଯେଉଁଥିରେ ସାରା ତେନ୍ଦୁଲକର ଅନ୍ତର୍ଭୁକ୍ତ ହୋଇଥିଲେ । ସାରା ଗିଲଙ୍କୁ ଦେଇଥିବା ଷ୍ଟାଣ୍ଡିଂ ଓବେଶନର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହା ବାଦ ଭାରତର ପ୍ରତି ମ୍ୟାଚରେ ସାରା ଉପସ୍ଥିତ ରୁହନ୍ତି। ଶୁଭମନଙ୍କ ବ୍ୟାଟିଂକୁ ଏନଜୟ କରନ୍ତି । ଆଉ ଶୁଭମନ ବି ସାରାଙ୍କୁ ନିଜ ରିଆକ୍ସନ ଦିଅନ୍ତି।

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…

ଆଗରକରଙ୍କ ନେତୃତ୍ୱାଧୀନ ଅଖିଳ ଭାରତୀୟ ସିନିୟର ପୁରୁଷ ଚୟନ କମିଟି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି। ଘରୋଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସମାପ୍ତ ହେବା ପ....

୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଜାତୀୟ ଦଳର ସହ ପ୍ରଶିକ୍ଷକ ହେଲେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ

ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଜାତୀୟ ମହିଳା ଫୁଟବଲର ଆଉ ଏକ ଗୁରୁଦାୟିତ୍ବ ମିଳିଛି। ଶ୍ରଦ୍ଧାଞ୍ଜଳି ଭାରତୀୟ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳର ....

ସୁରେନ୍ଦ୍ର ନାଥ ବିଦ୍ୟାପୀଠ ର୨୪ତମ ବାର୍ଷିକ କ୍ରୀଡା

  ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର ର ୨୪ ତମ କ୍ରୀଡା  ଉତ୍ସବ, ଯଥା ମଙ୍ଗଳ ବାର ଓ  ବୁଧବାର   ଦୁଇଦିନ ଧରି ଅନୁଷ୍ଠିତ ହୋଇ ଯାଇ ଅଛି । ଏହି  ଦିବ....

ରାଜ୍ୟରେ ବଢ଼ିବ ଗୁଣାତ୍ମକ ଶିକ୍ଷାର ମାନ-ନିଯୁକ୍ତି ପାଇବେ ୩୭୧୪ ଟିଜିଟି, ୪୫୨ ପିଇଟି

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି (ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ) ଏବଂ ୪୫୨ ପିଇଟି (ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବ....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.