ଅନୁଗୋଳ : ଜରପଡା ଥାନା ଅନ୍ତର୍ଗତ ଉଗି ଗାଁ ଦେହୁରୀ ସାହି ସ୍କୁଲ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ଧକ୍କାରେ ୩ ଅଙ୍ଗନଓ୍ବାଡି ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ .....
ଅସ୍ତରଙ୍ଗ:(ଆଦିତ୍ୟ ବିଶ୍ୱାଳ ) ସାନ-ସିରେଇ ଗାଁ ରେ ଅଭାବନୀୟ ଘଟଣା|ଭଣ୍ଡା ଗଛ ମୂଳରୁ ମିଳିଲା ଯୁବକଙ୍କ ମୃତ ଦେହ |ଉଦୟପୁର ଗାଁ ରଅବିବାହିତ ଯୁବକ ବୁଧେଶ୍ୱର ପ୍ରଧାନ ଙ୍କ (30)ସନ୍ଦେହଜନକ ମୃତ୍ୟୁ ଅସ୍ତରଙ୍ଗର.....
ଭୁବନେଶ୍ବର,୧୩!୨: ଆପଣମାନେ ଅବଗତ ଥିବେ ଯେ, ଜାନୁଆରୀ ୬ ତାରିଖରେ ଯାଜପୁର ଜିଲ୍ଲାର ବରୀ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ଏକ ଅତ୍ୟନ୍ତ ଲଜ୍ଜ୍ୟକର ଓ ଅଭାବନୀୟ ଘଟଣା ଘଟିଥିଲା। .....
IPS ଆଶିଷ ସିଂଙ୍କ ବିରୋଧରେ ଅଭିଯୋଗ ସତ , ଖୁଲାସା ହେଲା ମେଡିକାଲ ରିପୋର୍ଟ ECIରେ ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ ପରେ ତଦନ୍ତ ନିର୍ଦ୍ଧେଶ ଦେଇଥିଲେ ମୁଖ୍ୟ ନିର୍ବାଚନ କମିଶନ , ସ୍ବତନ୍ତ୍ର ମ.....
(ବ୍ୟୁରୋ) : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ନେଲାବେଳେ ଧରାପଡିଲେ ଆରଆଇ ଓ ପିଅନ । ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ନେଇ ସୂଚନା । ତେବେ ଏଭଳି ଘଟଣା ଦେଖଥିବାକୁ ମିଳିଛି କୋରାପୁଟ ଜିଲ୍ଲା ଲ.....
(ବ୍ୟୁରୋ) : ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ । ହଁ ଆଜ୍ଞା ଏ କୌଣସି ସହର କିମ୍ୱା ରାଜଧାନୀର ଚିତ୍ର ନୁହେଁ ବରଂ କେନ୍ଦୁଝରରୁ ଆସିଥିବା ଖବର । କେଜିଏ ୮୦ ଗ୍ରାମ ଧଳା ଜହର ସମେତ ଜଣେ ଗିରଫ । ବ.....
Today i.e on 4-12-2023, short while ago, Sri. Nityananda Gaigaria, Sr. Clerk, O/o BDO, Kishorenagar, Dist. Anugul has been apprehended by Odisha Vigilance while demanding and accepting bribe Rs.10,000/- from a Govt. employee under District Office, Angul for ante-dating his pay. The entire bribe money has been recovered from accused Sri Gaigaria, Sr. Clerk and seized. Following the trap, simultaneous searches are going on.....
ସିସିଟିଭିରେକଏଦ ହେଲାସଁଇତାନ ସ୍ବାମୀର କାରନାମା ଭୁବନେଶ୍ୱର, : ରାଜଧାନୀଭୁବନେଶ୍ଵରରେଏକଅଭାବନୀୟଘଟଣାଘଟିଛି।ବରମୁଣ୍ଡାଫାଣ୍ଡିଠାରୁମାତ୍ର୪ଶହମିଟରଦୂରରେଥିବାଏକଆପାର୍ଟମେଣ୍ଟରେଥିବାଏକଅ.....
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । 4 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ସହିତ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଜି ସଂଧ୍ୟାରେ ଏହି ବ.....
ଶେଷରେ ଗିରଫ ହେଲେ ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ। ଟୁଟୁଙ୍କୁ ଗିରଫ କରିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ। ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ପୁଲିସ.....
Join our newsletter and get updates in your inbox. We won't spam you and we respect your privacy.